କରୋନାର ଜନ୍ମସ୍ଥଳୀ ଉହାନକୁ ପୁଣି ଫେରିଲା ଲକଡାଉନ୍

ଉହାନ : କରୋନା ମହାମାରୀର ଜନ୍ମସ୍ଥଳୀ ଚୀନର ଉହାନ ନଗରୀକୁ ଫେରିଲା ଲକଡାଉନ। ଉହାନର କେତେକ ଅଞ୍ଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଉହାନ ନଗରୀର ହାନୟାନ ଡିଷ୍ଟ୍ରିକ୍ଟ ( ସହରର ଏକ ଅଞ୍ଚଳ )ରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ଟର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଗୁଆନଝୁ ଡିଷ୍ଟ୍ରିକ୍ଟରେ ବି … Continue reading କରୋନାର ଜନ୍ମସ୍ଥଳୀ ଉହାନକୁ ପୁଣି ଫେରିଲା ଲକଡାଉନ୍